କାର୍ୟ୍ୟ Kārj̄ya
- ସଂ. ବି. (କୃ ଧାତୁ+କର୍ମ. ଯ) — କର୍ମ — Act; work; deed; business
- ସଂ. ବି. (କୃ ଧାତୁ+କର୍ମ. ଯ) — ନିମିତ୍ତ — Cause
- ସଂ. ବି. (କୃ ଧାତୁ+କର୍ମ. ଯ) — ହେତୁ — Reason
- ସଂ. ବି. (କୃ ଧାତୁ+କର୍ମ. ଯ) — ପ୍ରୟୋଜନ — Need; necessity; use
- ସଂ. ବି. (କୃ ଧାତୁ+କର୍ମ. ଯ) — କି କାର୍ଯ୍ୟ ଥିଲେ ମୋତେ କହ ନ ବିଚାରି। କୃଷ୍ଣସିଂହ, ମହାଭାରତ, ବନ।
- ସଂ. ବି. (କୃ ଧାତୁ+କର୍ମ. ଯ) — ଫଳ — Result; effect
- ସଂ. ବି. (କୃ ଧାତୁ+କର୍ମ. ଯ) — ତହିଁରୁ ହେଲେ କିଛି ପାଇଲ କି କାର୍ଯ୍ୟ। କୃଷ୍ଣସିଂହ, ମହାଭାରତ, ସଭା।
- ସଂ. ବି. (କୃ ଧାତୁ+କର୍ମ. ଯ) — କୌଣସି ବିଷୟ — Any matter
- ସଂ. ବି. (କୃ ଧାତୁ+କର୍ମ. ଯ) — ଉପକାର — Benefit
- ସଂ. ବି. (କୃ ଧାତୁ+କର୍ମ. ଯ) — ନ ମାର କରିବି ମୁଁ ତୁମ୍ଭର ବଡ଼ କାର୍ଯ୍ୟ। କୃଷ୍ଣସିଂହ, ମହାଭାରତ, ବନ।
- ସଂ. ବି. (କୃ ଧାତୁ+କର୍ମ. ଯ) — ଉଦ୍ଦେଶ୍ୟ — Object; aim
- ସଂ. ବି. (କୃ ଧାତୁ+କର୍ମ. ଯ) — କର୍ତ୍ତବ୍ୟ କାର୍ଯ୍ୟ — Duty