କାର୍ୟ୍ୟାକାର୍ୟ୍ୟ Kārj̄yākārj̄ya

  • ସଂ. ବି.—(ଦ୍ୱନ୍ଦ୍ୱ; କାର୍ୟ୍ୟ+ଅକାର୍ୟ୍ୟ) — ନ୍ଯାୟ ଓ ଅନ୍ଯାୟ କର୍ମ — Right and wrong acts
  • ସଂ. ବି.—(ଦ୍ୱନ୍ଦ୍ୱ; କାର୍ୟ୍ୟ+ଅକାର୍ୟ୍ୟ) — କରଣୀୟ ଓ ଅକରଣୀୟ କର୍ମ — What is to be done and what left undone