କାର୍ୟ୍ୟରେ ଲାଗିବା Kārj̄yare lāgibā
- ଦେ. କ୍ରି. — (କୌଣସି ବ୍ଯକ୍ତି) କାମରେ ମନ ଦେବା — (a person) To attend to a work
- ଦେ. କ୍ରି. — (କୌଣସି ବ୍ଯକ୍ତି) କାର୍ଯ୍ୟରେ ନିଯୁକ୍ତ ହେବା — (a person) To go on with a work; to be an engaged in a work
- ଦେ. କ୍ରି. — (କୌଣସି ବସ୍ତୁ) ଦରକାରରେ ଆସିବା; କାର୍ଯ୍ୟରେ ଆସିବା — (a thing) To be use or service