କାର୍ୟ୍ୟବିଭାଗ Kārj̄yabibhāga

  • ସଂ. ବି. ( 6 ଷ୍ଠୀ ତତ୍) — ଭିନ୍ନ ଭିନ୍ନ କାର୍ଯ୍ୟ ଭିନ୍ନ ଭିନ୍ନ ବ୍ଯକ୍ତିଙ୍କ ଦ୍ୱାରା କରାଯିବାର ବିଧାନ — Division of labour amongst many persons
  • ସଂ. ବି. ( 6 ଷ୍ଠୀ ତତ୍) — ବହୁ ଲୋକଙ୍କ ମଧ୍ୟରେ କାର୍ଯ୍ୟବଣ୍ଟନ — Distribution of work-amongst many persons
  • ସଂ. ବି. ( 6 ଷ୍ଠୀ ତତ୍) — କାର୍ଯ୍ୟର ଭିନ୍ନ ଭିନ୍ନ ଅଙ୍ଗ ବା ଇଲାକା — Different departments or branches of a work