କାର୍ୟ୍ୟବିଧି Kārj̄yabidhi
- ସଂ. ବି. ( 6 ଷ୍ଠୀ ତତ୍; କାର୍ଯ୍ୟ+ବିଧି) — କୌଣସି କାର୍ଯ୍ୟ ସାଧନ କରିବାର ପନ୍ଥା ବା ପଦ୍ଧତି — Due course of business; procedure; mode of work
- ଦେ. ବି. — ଫଉଜଦାରୀ ବା ଦେବାନୀଆଦି ମକଦ୍ଦମା ଚଳିବାର ଧାରାବାହିକ ରୀତି ବା ପଦ୍ଧତିପରମ୍ପରା — Procedure for the conduct of criminal and civil cases
- ଦେ. ବି. — (ଯଥା—ଦେବାନୀ କାର୍ଯ୍ୟବିଧି ଆଇନ୍; ଫଉଜଦାରୀ କାର୍ଯ୍ୟବିଧି ଆଇନ୍ ।)