କାର୍ୟ୍ୟବଶ Kārj̄yabaṡa

  • ସଂ. ବିଣ. ( 6 ଷ୍ଠୀ ତତ୍; କାର୍ଯ୍ୟ+ବଶ) — କୌଣସି କର୍ମରେ ନିଯୁକ୍ତ — Engaged in a work
  • ସଂ. ବିଣ. ( 6 ଷ୍ଠୀ ତତ୍; କାର୍ଯ୍ୟ+ବଶ) — ଯାହାର କୌଣସି କାର୍ଯ୍ୟ କରିବାକୁ ପଡ଼ିଥାଏ — Having a business to attend to
  • ସଂ. ବିଣ. ( 6 ଷ୍ଠୀ ତତ୍; କାର୍ଯ୍ୟ+ବଶ) — ( 3 ୟା ତତ୍)—କାର୍ଯ୍ୟ ଯୋଗୁଁ ପରାଧୀନ ବା ବାଧ୍ୟ — (ୟା ତତ୍)—କାର୍ଯ୍ୟ ଯୋଗୁଁ ପରାଧୀନ ବା ବାଧ୍ୟ— . Obliged to a person for some work done by him
  • ସଂ. ବି. — କର୍ମାନୁରୋଧ — Exigencies of business