କାର୍ୟ୍ୟବଶତଃ Kārj̄yabaṡataḥ

  • ସଂ. କ୍ରି. ବିଣ. (କାର୍ଯ୍ୟ+ 7 ମୀ ବିଭକ୍ତି ଅର୍ଥରେ. ତସ୍) — କୌଣସି କାର୍ଯ୍ୟର ବନ୍ଧନରେ ପଡ଼ି — Being obliged by the circumstances
  • ସଂ. କ୍ରି. ବିଣ. (କାର୍ଯ୍ୟ+ 7 ମୀ ବିଭକ୍ତି ଅର୍ଥରେ. ତସ୍) — କୌଣସି ଆବଶ୍ୟକ ଥିବାରୁ ବା ପଡ଼ିବାରୁ — On account of some necessity
  • ସଂ. କ୍ରି. ବିଣ. (କାର୍ଯ୍ୟ+ 7 ମୀ ବିଭକ୍ତି ଅର୍ଥରେ. ତସ୍) — କାର୍ଯ୍ୟପ୍ରସଙ୍ଗରେ (ଦେଖ) — Kārj̄yaprasaṅgare (See)