କାର୍ୟ୍ୟପୁଟ Kārj̄yapuṭa

  • ସଂ. ବିଣ. ପୁଂ. (କାର୍ଯ୍ୟ+ପୁଟ୍ ଧାତୁ =ନାଶ କରିବା+କତ୍ତୃ. ଅ) — ନିର୍ଲ୍ଲଜ — Shameless
  • ସଂ. ବିଣ. ପୁଂ. (କାର୍ଯ୍ୟ+ପୁଟ୍ ଧାତୁ =ନାଶ କରିବା+କତ୍ତୃ. ଅ) — ଅନର୍ଥକର — Creating injury or mischief
  • ସଂ. ବିଣ. ପୁଂ. (କାର୍ଯ୍ୟ+ପୁଟ୍ ଧାତୁ =ନାଶ କରିବା+କତ୍ତୃ. ଅ) — ଉନ୍ମତ୍ତ — Excited; mad