କାର୍ୟ୍ୟଚ୍ୟୁତ Kārj̄yachyuta

  • ସଂ. ବିଣ. ପୁଂ. ( 7 ମୀ ତତ୍) — କୌଣସି କର୍ମ ବା ଚାକିରିରୁ ଅନ୍ତରିତ ବା ବରଖାସ୍ତ ହୋଇ— ଥିବା — Removed or dismissed from service
  • ସଂ. ବିଣ. ପୁଂ. ( 7 ମୀ ତତ୍) — ବେକାର; ନିକମ୍ମା — Unemployed