କାର୍ୟ୍ୟକୁ ଆସିବା Karj̄yaku āsibā

  • ଦେ. କ୍ରି. — କାର୍ଯ୍ୟରେ ଆସିବା (ଦେଖ) — Kārj̄yare āsibā (See)
  • ଦେ. କ୍ରି. — ଉର୍ବଶୀ ଶାପ ତୁମ୍ଭ କାର୍ଯ୍ୟକୁ ଆସିବ। କୃଷ୍ଣସିଂହ, ମହାଭାରତ, ବନ।