କାର୍ୟ୍ୟକାରୀ Kārj̄yakārī

  • ସଂ. ବିଣ. ପୁଂ. (କାର୍ଯ୍ୟ+କୃ ଧାତୁ+ଇନ୍; 1 ମା 1 ବ.) — ଯେ କାର୍ଯ୍ୟ କରେ — 1. Doing any work
  • ସଂ. ବିଣ. ପୁଂ. (କାର୍ଯ୍ୟ+କୃ ଧାତୁ+ଇନ୍; 1 ମା 1 ବ.) — କାମିକା; ପ୍ରୟୋଜନୀୟ; ଫଳପ୍ରଦ — Useful
  • ଦେ. ବିଣ. — କାର୍ଯ୍ୟକର୍ତ୍ତା (ଦେଖ) — Kārj̄yakarttā (See)