କାର୍ୟ୍ୟକାରଣ Kārj̄yakāraṇa
- ସଂ. ବି. — (ଦ୍ୱନ୍ଦ; କାର୍ଯ୍ୟ ଓ କାରଣ) କର୍ମ ଓ ତହିଁର ହେତୁ — Act and its cause
- ଦେ. ବି. — କାର୍ଯ୍ୟର ପ୍ରସଙ୍ଗ ବା ପ୍ରୟୋଜନ — Occasion or need for an act; exigencies of work
- ଦେ. ବି. — କୂର୍ମ ଯେସନେକ ନିଜ ଅଙ୍ଗୁ ଅଙ୍ଗ କାଢ଼ି କାର୍ଯ୍ୟ କାରଣ କାଳେ ତା ଦେଉଥାଏ ବାଢ଼ି। ବିଷ୍ଣୁକେଶରୀପୁରାଣ।