କାର୍ୟ୍ୟ ଦେବା Kārj̄ya debā

  • ଦେ. କ୍ରି. — ଅନ୍ୟଠାରେ କାର୍ଯ୍ୟର ଭାର ଦେବା — To allot a work
  • ଦେ. କ୍ରି. — କାର୍ଯ୍ୟରେ ନିଯୁକ୍ତ କରିବା — To appoint or employ in any work
  • ଦେ. କ୍ରି. — ବେକାର ବା ନିକମ୍ମା ବ୍ୟକ୍ତିକୁ କାମରେ ଲଗାଇବା — To give employment to an unemployed person