କାର୍ସାଜିଆ Kārsājiā
- ବୈଦେ. ବି. (ଫା. କାର୍ସାଜ୍) — ଛଳ; ଶଠନା — Pretence; fraud
- ବୈଦେ. ବି. (ଫା. କାର୍ସାଜ୍) — ଚାତୁରୀ; ଚାଲାକୀ — Trick; trickery
- ବୈଦେ. ବି. (ଫା. କାର୍ସାଜ୍) — କୌଶଳ — Artifice; machination; lack; diplomacy
- ବୈଦେ. ବି. (ଫା. କାର୍ସାଜ୍) — ଷଡ଼ଯନ୍ତ୍ର — Conspiracy
- ବୈଦେ. ବି. (ଫା. କାର୍ସାଜ୍) — ନୁଟୁଘୁଟୁ; ଗୋପନକାର୍ଯ୍ୟ — Secret work
- ବିଣ. (ପୁଂ ଓ ସ୍ତ୍ରୀ) (ଫା. କାର୍ସାଜୀ) — କୌଶଳୀ (ବ୍ଯକ୍ତି) — Artful (person)
- ବିଣ. (ପୁଂ ଓ ସ୍ତ୍ରୀ) (ଫା. କାର୍ସାଜୀ) — ଛଳତାପୂର୍ଣ୍ଣ; ଶଠ — Fraudulent
- ବିଣ. (ପୁଂ ଓ ସ୍ତ୍ରୀ) (ଫା. କାର୍ସାଜୀ) — ଚାଲ୍ବାଜ୍ — Tactful; diplomatic