କାର୍ଷିକ Kārshika
- ସଂ. ବି.—(କର୍ଷ=ଏକ ତୋଳା+ସମ୍ବନ୍ଧାର୍ଥେ. ଇକ) — ଏକତୋଳା ପରିମିତ; ସେରର 1/80 ଓଜନ — ଏକତୋଳା ପରିମିତ; ସେରର/80ଓଜନ— . Weight of one tola or /80 of a seer
- ସଂ. ବି.—(କର୍ଷ=ଏକ ତୋଳା+ସମ୍ବନ୍ଧାର୍ଥେ. ଇକ) — ଏକବୋଡ଼ି ବା ପାଞ୍ଚ ଗଣ୍ଡା (କଉଡ଼ି) — An aggregate of 0 pieces of shell-money
- ସଂ. ବି.—(କର୍ଷ=ଏକ ତୋଳା+ସମ୍ବନ୍ଧାର୍ଥେ. ଇକ) — କୃଷକ — Cultivator