କାର୍ଯ୍ୟୀ Kārj̄yī

  • ସଂ. ବିଣ.—(କାର୍ଯ୍ୟ+ଇନ୍; 1 ମା. 1 ବ.) — କାର୍ଯ୍ୟ— ପ୍ରାର୍ଥୀ — Applicant for employment
  • ସଂ. ବିଣ.—(କାର୍ଯ୍ୟ+ଇନ୍; 1 ମା. 1 ବ.) — ଗୁମାସ୍ତା — Agent