କାର୍ଯ୍ୟାର୍ଥୀ Kārj̄yārthī

  • ସଂ. ବିଣ. ପୁଂ.—(କାର୍ଯ୍ୟ+ଅର୍ଥ+ଇନ୍; 1 ମା. 1 ବ) — କୌଣସି କର୍ମରେ ନିଯୁକ୍ତ ହେବା ନିମନ୍ତେ ପ୍ରାର୍ଥୀ; ଅନୁସରଣିଆ; ଉମେଦ୍ବାର — Candidate for an employment
  • ସଂ. ବିଣ. ପୁଂ.—(କାର୍ଯ୍ୟ+ଅର୍ଥ+ଇନ୍; 1 ମା. 1 ବ) — ଉଦ୍ଦେଶ୍ୟ ସାଧାନାର୍ଥ ତତ୍ପର (ବ୍ଯକ୍ତି) — Pursuing a certain aim