କାର୍ମ୍ମୁକ Kārmmuka

  • ସଂ. ବି. (କର୍ମନ୍+ଉକ) — ଧନୁ — Bow
  • ସଂ. ବି. (କର୍ମନ୍+ଉକ) — ବାଉଁଶ — Bamboo
  • ସଂ. ବି. (କର୍ମନ୍+ଉକ) — ଘୋଡ଼ା ନିମ୍ବ ଗଛ; ମହାନିମ୍ବ; ମାହାଳଗଛ — The Persian Lilac; Margosa Melia Azedarachta
  • ସଂ. ବି. (କର୍ମନ୍+ଉକ) — ହିଞ୍ଜଳ ଗଛ — Barringtonia; Acutamgolia (tree)
  • ସଂ. ବି. (କର୍ମନ୍+ଉକ) — ଶ୍ୱେତ ଖଦିର — Pale catechu; Uncaria Gambier
  • ସଂ. ବି. (କର୍ମନ୍+ଉକ) — ଧନୁ ରାଶି — The solar mansion of Saggitarius or the Archer
  • ବିଣ. ପୁଂ — କର୍ମଦକ୍ଷ; କର୍ମଠ — Expert