କାର୍ମ୍ମଣ Kāmmaṇa

  • ସଂ. ବି. (କର୍ମଣ+ହିତାର୍ଥେ. ଅ) — ମନ୍ତ୍ରତନ୍ତ୍ରାଦିଦ୍ୱାରା ବଶୀକରଣାଦି; ଗାରଡ଼ି ବିଦ୍ୟା — 2. Black art; sorcery; magic
  • ସଂ. ବି. (କର୍ମଣ+ହିତାର୍ଥେ. ଅ) — ମୂଳକର୍ମ — Primary action
  • ସଂ. ବି. (କର୍ମଣ+ହିତାର୍ଥେ. ଅ) — ମନ୍ତ୍ରତନ୍ତ୍ର ପ୍ରୟୋଗ — The application of esoteric incantation
  • ବିଣ. ପୁଂ — କାର୍ଯ୍ୟଦକ୍ଷ; କର୍ମଠ — Expert