କାର୍ବନ୍ପେପର୍ Kārbanpaper
- ବୈଦେ. ବି (ଇଂ) — ଟାଇପ୍ ରାଇଟର କଳ ପ୍ରଭୃତିରେ ଅକ୍ଷର ଲେଖାଯିବା କାଗଜରୁ ଏକାଧିକ ନକଲ ରଖିବା ପାଇଁ ବ୍ଯବହୃତ କଳା ଓ ବାଇଗଣି ଆଦି ରଙ୍ଗର ରଙ୍ଗମଡ଼ା କାଗଜ — Carbon paper
- ବୈଦେ. ବି (ଇଂ) — [ଦ୍ର—ଏହି କାଗଜ ତଳେ ଅଲେଖା କାଗଜ ରଖି ଏଥି ଉପରେ ଖଣ୍ଡିଏ ପତଳା କାଗଜ ପକାଇ ଉକ୍ତ ପତଳା କାଗଜ ଉପରେ ପେନ୍ସିଲରେ କିମ୍ବା ଟାଇପ୍ରାଇଟରଦ୍ୱାରା ଯାହା ଲେଖାଯାଏ ଏହି କାଗଜର ତଳେ ଥିବା କାଗଜରେ ତହିଁର ଅବିକଳ ନକଲ ଉଠିଯାଏ।]