କାର୍ପୁଣ୍ୟ Kārpuṇya

  • ଗ୍ରା. ବି (ପ୍ରାଚୀନ ପଦ୍ଯ) (ସଂ. କାର୍ପଣ୍ୟ) — ଦୈନ୍ୟ; ବିନୟ — Humility
  • ଗ୍ରା. ବି (ପ୍ରାଚୀନ ପଦ୍ଯ) (ସଂ. କାର୍ପଣ୍ୟ) — କିପାଁ ହୁଅନ୍ତି ତାଙ୍କୁ କାର୍ପୁଣ୍ଯ ହେ—ବିଶ୍ୱନାଥ, ବିଚିତ୍ରରାମାୟଣ।