କାର୍ତ୍ତିକ Kārttika
- ସଂ. ବି.—(କୃତ୍ତିକା+ ଈ= କାତ୍ତିକୀ= କାର୍ତ୍ତିକ ମାସର ପୂର୍ଣ୍ଣିମ; + ମାସାର୍ଥେ. ଅ) — ଚାନ୍ଦ୍ରମାନ ତୁଳା ମାସ — The month of Tula or Kārtika; October-Novenber
- ସଂ. ବି.—(କୃତ୍ତିକା+ ଈ= କାତ୍ତିକୀ= କାର୍ତ୍ତିକ ମାସର ପୂର୍ଣ୍ଣିମ; + ମାସାର୍ଥେ. ଅ) — [ଦ୍ର—ଏହି ମାସର ପୂର୍ଣ୍ଣିମା ଦିନ ଚନ୍ଦ୍ର କୃତ୍ତିକା ନକ୍ଷତ୍ରରେ ଥାଆନ୍ତି।]
- ସଂ. ବି.—(କୃତ୍ତିକା+ ଈ= କାତ୍ତିକୀ= କାର୍ତ୍ତିକ ମାସର ପୂର୍ଣ୍ଣିମ; + ମାସାର୍ଥେ. ଅ) — (କୃତ୍ତିକା+ ଅ)—କାର୍ତ୍ତିକେୟ; ଷଡ଼ାନନ; ଦେବ— ସୈନ୍ୟଙ୍କ ସେନାପତି — Kārtikeyya the son of Mahādeba, commander of the hosts of the Gods
- ସଂ. ବି.—(କୃତ୍ତିକା+ ଈ= କାତ୍ତିକୀ= କାର୍ତ୍ତିକ ମାସର ପୂର୍ଣ୍ଣିମ; + ମାସାର୍ଥେ. ଅ) — [ଦ୍ର—ଏହାଙ୍କୁ ଶିଶୁକାଳରେ ଛଅ ଜଣ କୃତ୍ତିକା ବା ଋଷିପତ୍ନୀ ସ୍ତନ୍ଯପାନ କରାଇଥିବାରୁ ଏହାଙ୍କର ଏହି ନାମ।]
- ସଂ. ବି.—(କୃତ୍ତିକା+ ଈ= କାତ୍ତିକୀ= କାର୍ତ୍ତିକ ମାସର ପୂର୍ଣ୍ଣିମ; + ମାସାର୍ଥେ. ଅ) — କାର୍ତ୍ତିକେୟଙ୍କ ପରି ସୁନ୍ଦର ଯୁବା — A young man of handsome figure
- ସଂ. ବିଣ — କାର୍ତ୍ତିକ ମାସସମ୍ବନ୍ଧୀୟ — Relating to the month of Kārtika
- ଦେ. ବି. ପୁଂ — ଲୋକଙ୍କ ନାମ — Name given to males