କାର୍ତ୍ତିକୀ Kārttikī

  • ସଂ. ବି. (କୃତ୍ତିକା+ ଅ+ସ୍ତ୍ରୀ. ଈ) — କାର୍ତ୍ତିକ ମାସର ପୂର୍ଣ୍ଣିମା — The fullmoon of the month of Kārttika
  • ସଂ. ବି. (କୃତ୍ତିକା+ ଅ+ସ୍ତ୍ରୀ. ଈ) — [ଦ୍ର—ଏଦିନ ଚନ୍ଦ୍ର କୃତ୍ତିକା ନକ୍ଷତ୍ରଯୁକ୍ତ ହୁଅନ୍ତି।]