କାର୍ତ୍ତିକପୁଞ୍ଜ Kārttikapun̄ja

  • ଦେ. ବି—(ସଂ. କୃତ୍ତିକା ଓ ପୁଞ୍ଜ) କୃତ୍ତିକା ନକ୍ଷତ୍ରପୁଞ୍ଜ — The constellation of the Pleiades
  • ଦେ. ବି—(ସଂ. କୃତ୍ତିକା ଓ ପୁଞ୍ଜ) ତୁ ଦେଖାଇଲୁ କାର୍ତ୍ତିକ ପୁଞ୍ଜା ମୁଁ ଦେଖେଇଲି ଲାଉ; ମୋ ଘରେ ଯେଉଁ ଚୋର ପଶିଛି ସେ ମୋହରି ଆଗରେ ଯାଉ। ଢଗ।