କାର୍ତ୍ତିକନିଗିଡ଼ା ଜର Kārttikkanigiṟḍ̠ā jara
- ଦେ. ବି — କାର୍ତ୍ତିକ ମାସରେ ଦେଶରେ ବ୍ୟାପିବା ମ୍ୟାଲେରିଆ ଜର — Malerial fever spreading or appreaing in the month of Kārttika
- ଦେ. ବି — [ଦ୍ର— 2 ବର୍ଷ ପୂର୍ବେ ଓଡ଼ିଶାରେ ମାଲେରିଆ ଜର ସର୍ବକାଳ ବ୍ୟାପୀ ହୋଇ ନ ଥିଲା ଓ ସାଧାରଣତଃ କାର୍ତ୍ତିକ ମାସରେ ଓଡ଼ିଶାରେ ବିଶେଷତଃ ମୋଗଲବନ୍ଦିର ତଳମାଳ (ନିମ୍ନ ଅଞ୍ଚଳ)ର ଲୋକେ କେତେକାଳ ଜର ଭୋଗୁଥିଲେ ଓ ଏହାକୁ କାର୍ତ୍ତିକନିଗିଡ଼ା ଜର ବୋଲାଯାଉଥିଲା।] — [ଦ୍ର—2ବର୍ଷ ପୂର୍ବେ ଓଡ଼ିଶାରେ ମାଲେରିଆ ଜର ସର୍ବକାଳ ବ୍ୟାପୀ ହୋଇ ନ ଥିଲା ଓ ସାଧାରଣତଃ କାର୍ତ୍ତିକ ମାସରେ ଓଡ଼ିଶାରେ ବିଶେଷତଃ ମୋଗଲବନ୍ଦିର ତଳମାଳ (ନିମ୍ନ ଅଞ୍ଚଳ)ର ଲୋକେ କେତେକାଳ ଜର ଭୋଗୁଥିଲେ ଓ ଏହାକୁ କାର୍ତ୍ତିକନିଗିଡ଼ା ଜର ବୋଲାଯାଉଥିଲା]