କାର୍ତ୍ତିକଦୀପ Kārttikadīpa
- ସଂ. ବି. (କାର୍ତ୍ତିକ+ ଦୀପ) — ଆକାଶଦୀପ — A light or lamp suspended on a high pole every evening in the month of Kārttikka
- ସଂ. ବି. (କାର୍ତ୍ତିକ+ ଦୀପ) — [ଦ୍ର—କାର୍ତ୍ତିକ ମାସରେ ସନ୍ଧ୍ୟା ସମୟରେ ଗୋଟିଏ ଶିକାରେ ଛିଦ୍ରଯୁକ୍ତ ହାଣ୍ଡି ମଧ୍ୟରେ ଦୀପ ଗୋଟିଏ ଜାଳି ସେ ଶିକାକୁ ଶଗଡ଼ି- ଦ୍ୱାରା ଗୋଟିଏ ଉଚ୍ଚ ବାଉଁଶର ଅଗକୁ ଟଣାଯାଇ ବାନ୍ଧି ଦିଆଯାଏ। ହବିଷ୍ୟାଶିମାନେ ଦାମୋଦରବ୍ରତର ସଙ୍କଳ୍ପରେ ଏହି ଦୀପଦାନ ସଙ୍କଳ୍ପ ମଧ୍ୟ କରନ୍ତି।]