କାର୍ତ୍ତିକଛାୟା Kārttikachhāyā
- ଦେ. ବି. (ସଂ. କାର୍ତ୍ତିକ+ ଛାୟା; ସଂସ୍କୃତ ପଦ ହୋଇ ଥିଲେ ସନ୍ଧିଦ୍ୱାରା ଛ ସ୍ଥାନରେ ଚ୍ଛ ହୋଇ ଥାଆନ୍ତା) — କାର୍ତ୍ତିକ ମାସରେ ମେଘ ଘୋଡ଼ାଘୋଡ଼ି କରିବା ପାଗ (ଏଥିରେ ପ୍ରାୟ ବର୍ଷା ହୁଏ ନାହିଁ; କିନ୍ତୁ 1931 ସାଲର କାର୍ତ୍ତିକ ମାସରେ ବର୍ଷା ହୋଇଥିଲା) — କାର୍ତ୍ତିକ ମାସରେ ମେଘ ଘୋଡ଼ାଘୋଡ଼ି କରିବା ପାଗ (ଏଥିରେ ପ୍ରାୟ ବର୍ଷା ହୁଏ ନାହିଁ; କିନ୍ତୁ1931ସାଲର କାର୍ତ୍ତିକ ମାସରେ ବର୍ଷା ହୋଇଥିଲା)— Cloudy weather in the month of Kārttia (generally not accompanied by rain)