କାରାଦଣ୍ଡ Kārādaṇḍa

  • ସଂ. ବି. (ରୂପକ କର୍ମଧା; କାରା+ ଦଣ୍ଡ) — କାରାଗୃହରେ ରୁଦ୍ଧ ହେବାରୂପ ଦଣ୍ଡ — Sentence of imprisonment or confinement in a prison
  • ସଂ. ବି. (ରୂପକ କର୍ମଧା; କାରା+ ଦଣ୍ଡ) — [ଦ୍ର—ଏହା ତିନି ପ୍ରକାର; ଯଥା— 1 । ସଶ୍ରମ କାରାଦଣ୍ଡ — [ଦ୍ର—ଏହା ତିନି ପ୍ରକାର; ଯଥା—1 ସଶ୍ରମ କାରାଦଣ୍ଡ— Rigorous imprisonment.2 ଅଶ୍ରମ କାରାଦଣ୍ଡ— Simple imprisonment.3 ନିର୍ଜନ କାରାଦଣ୍ଡ—Solitary imprisonment.]