କାରାକୋରମ Kārākerama

  • ଦେ. ବି. (ନାମ) — କାଶ୍ମୀରରାଜ୍ୟର ଉତ୍ତର ପଶ୍ଚିମ କୋଣରେ ଥିବା ହିମାଳୟର ଶାଖାବିଶେଷ — A range of hills near Kashmere; the Kārakorame range
  • ଦେ. ବି. (ନାମ) — [ଦ୍ର—ଏହାର ଅନ୍ଯ ନାମ ମସ୍ତାଘ୍; ଏଥିରୁ ସିନ୍ଧୁ ନଦ ବାହାରିଅଛି।]