କାରନ୍ଧମୀ Kārandhamī

  • ସଂ. ବି. (କାରମ୍=କାର୍ଯ୍ୟକୁ+ଧା ଧାତୁ=ଅଗ୍ନି ସଂଯୋଗ କରିବା+ଇନ୍; 1 ମା. 1 ବ) — କାଂସ୍ୟକାର; କଂସାରୀ — Bell-metal manufacturer; brazier
  • ସଂ. ବି. (କାରମ୍=କାର୍ଯ୍ୟକୁ+ଧା ଧାତୁ=ଅଗ୍ନି ସଂଯୋଗ କରିବା+ଇନ୍; 1 ମା. 1 ବ) — ବାଣିଜ୍ୟ ବିଦ୍ୟା ପଣ୍ଡିତ — A mineralogist (Apte)