କାରଣେ Kāraṇe

  • ଦେ. ଅ. (ସଂ. କାରଣାତ୍) — (ଅମୁକ) କାରଣରେ; (ଏହି) ଯୋଗେ — Because of; for
  • ଦେ. ଅ. (ସଂ. କାରଣାତ୍) — କଳ୍ପଣା କାରଣେ ସେହି ଭ୍ରମେ ଅହନିର୍ଶି। ବିଷ୍ଣୁକେଶରୀପୁରାଣ।