କାରଣଶରୀର Kāraṇaṡarīra
- ସଂ. ବି. (ମଧ୍ୟପଦଲୋପୀ; କାରଣରୂପେ ସୃଷ୍ଟି ଶରୀର) — (ବେଦାନ୍ତ ଦର୍ଶନ) ଆତ୍ମାକୁ ଆବରଣ— କରିଥିବା ଶରୀର; ସୂକ୍ଷ୍ମ — (Vedanta philosophy) The causal frame enclosing the human soul
- ସଂ. ବି. (ମଧ୍ୟପଦଲୋପୀ; କାରଣରୂପେ ସୃଷ୍ଟି ଶରୀର) — [ଦ୍ର—ଏହାର ଅନ୍ୟନାମ ଆନନ୍ଦମୟ କୋଷ; ଏହି ଶରୀର ସୁଷୁପ୍ତି- ଅବସ୍ଥାରେ ଇନ୍ଦ୍ରିୟାଦି ବିଷୟ ବ୍ୟାପାରରୁ ମୁକ୍ତ ଥାଏ ଏବଂ ଏହାକୁ ଅହଙ୍କାରାଦି ସଂସ୍କାର ମାତ୍ର ଆଶ୍ରୟ କରେ। ଜ୍ଞାନେନ୍ଦ୍ର।]
- ସଂ. ବି. (ମଧ୍ୟପଦଲୋପୀ; କାରଣରୂପେ ସୃଷ୍ଟି ଶରୀର) — (ବେଦାନ୍ତ) ପରମାତ୍ମାଙ୍କଠାରେ ନିହିତ ଜୀବାତ୍ମାର ସତ୍ତା; ଅବିଦ୍ୟା — The original embryo or source of the body existing with the Universal impersonal spirit and equivalent to Abidyā (equivalent to Māyā) and when investing the impersonal spirit causing it to become the Personal God or Īṡwara. (M.W.)
- ସଂ. ବି. (ମଧ୍ୟପଦଲୋପୀ; କାରଣରୂପେ ସୃଷ୍ଟି ଶରୀର) — [ଦ୍ର—ଏହା ପରମାତ୍ମାଙ୍କଠାରେ ପ୍ରକାଶ ହେଲେ ମାୟାରୂପରେ ଈଶ୍ୱରବତାର ଗ୍ରହଣ କରେ।]