କାମଡ଼ାକାମଡ଼ି Kāmaṟḍ̠āKāmaṟḍ̠i

  • ଦେ. ବିଣ — ପରସ୍ପର ପରସ୍ପରକୁ କାମୁଡ଼ୁ ଥିବା — Biting or suapping at one another
  • ଦେ. ବି — ପରସ୍ପରକୁ କାମୁଡ଼ିବା — Mutual biting
  • ଦେ. ବି — ବହୁବାର କାମୁଡ଼ିବା — Several bitings