କାମଡ଼ା ବତା Kāmaṟḍ̠ā batā

  • ଦେ. ବି — ବାଡ଼, ଚାଳଘରର ଛାତ ଓ ବାଡ଼ିତିଆଡ଼ି କାନ୍ଥର ଦୁଇ ପାଖରେ ଲଗାଇବା ନିମନ୍ତେ ବ୍ଯବହୃତ ଚିରା ବାଉଁଶ — Split bamboos put on both sides of a hedge or thatch-frame for being tied together tightly