କାମ୍ପିଲ୍ୟ Kāmpilya
- ସଂ. ବି (କମ୍ପ ଧାତୁ=କମ୍ପିବା+ଇଲ୍ୟ) — ସୁଗନ୍ଧ ଔଷଧବିଶେଷ — Name of a perfume used as drug
- ସଂ. ବି (କମ୍ପ ଧାତୁ=କମ୍ପିବା+ଇଲ୍ୟ) — ଗୁଳ୍ମବିଶେଷ — Name of a plant (M.W.)
- ସଂ. ବି (କମ୍ପ ଧାତୁ=କମ୍ପିବା+ଇଲ୍ୟ) — ପ୍ରାଚୀନ ଭାରତର ଦେଶବିଶେଷ — Name of an ancient country of India
- ସଂ. ବି (କମ୍ପ ଧାତୁ=କମ୍ପିବା+ଇଲ୍ୟ) — [ଦ୍ର—ଉତ୍ତର ପଶ୍ଚିମ ପ୍ରଦେଶର ଫରକ୍କାବାଦ ଜିଲ୍ଲାର କାୟମଗଞ୍ଜ ତହସିଲ୍ରେ କମ୍ପିଲ୍ ନାମରେ ଗୋଟିଏ ପ୍ରଗନ୍ନା ଅଛି। ଏହି ଠାରେ କମ୍ପିଲ୍ ନାମରେ ଗୋଟିଏ ଗ୍ରାମ ଅଛି। ସେଠାରେ କାମ୍ପିଲ୍ୟ ରାଜ୍ୟର ରାଜଧାନୀ ଥିଲା; ହି. ଶବ୍ଦସାଗର।]