କାମ୍ପର୍ Kāmpar

  • ପ୍ରାଦେ. (ସମ୍ବଲପୁର) ବି (ସଂ. କାବାର) — ଶିଉଳି — Moss
  • ପ୍ରାଦେ. (ସମ୍ବଲପୁର) ବି (ସଂ. କାବାର) — ସ୍ରୋତହୀନ ଜଳ ଉପରେ ପଡ଼ିବା ମଳ; ନେଳୀ — Dirt formed on the surface of stagnant water