କାମୁଡ଼ି ହେବା Kāmuṟḍ̠i hebā

  • ଦେ. କ୍ରି — (ପେଟ) ଶୂଳଦ୍ୱାରା ପୀଡ଼ାଗ୍ରସ୍ତ ହେବା — (the stomach) To be affected by the colic pain
  • ଦେ. କ୍ରି — ଚଦିମର୍କଟି ହେବା; ଖେଙ୍କି ହେବା — To be churlish; to snarl