କାମୁକ Kāmuka
- ସଂ ବିଣ. ପୁଂ. (କାମି ଧାତୁ=ଇଚ୍ଛା କରିବା+କର୍ତ୍ତୃ. ଉକ) — କାମାତୁର; ରମଣାଭିଳାଷୀ — Lascivious; lustful; libidinous; lewd; sensual
- ସଂ ବିଣ. ପୁଂ. (କାମି ଧାତୁ=ଇଚ୍ଛା କରିବା+କର୍ତ୍ତୃ. ଉକ) — ଅଭିଳାଷୀ — Desirous
- ସଂ ବିଣ. ପୁଂ. (କାମି ଧାତୁ=ଇଚ୍ଛା କରିବା+କର୍ତ୍ତୃ. ଉକ) — ବିଳାସୀ — Foppish; sportive
- ସଂ. ବି — ଅଶୋକ ବୃକ୍ଷ — The Asoka tree; the Saraca Indica tree
- ସଂ. ବି — ମାଧବୀ ଲତା — A flowering creeper with sweet smelling yellowish white flowers; Hiptage Madhablata
- ସଂ. ବି — ଘରଚଟିଆପକ୍ଷୀ — Sparrow
- ସଂ. ବି — [ଦ୍ର—ଏମାନେ ମୁହୁର୍ମୂହୁଃ ରତି କରିବାର ଦେଖାଯାଏ।]