କାମିନୀବଶ Kāminībaṣa

  • ଦେ. ବି — ପୌରାଣିକ ବୃକ୍ଷବିଶେଷ — Name of a mythological tree
  • ଦେ. ବି — ଏ ବୃକ୍ଷର ନାମ ଅଟେ କାମିନୀବଶ ତ ସ୍ତିରୀମାନଙ୍କୁ ଏ ଅଟେ ବଡ଼ଇ ପଦାର୍ଥ। ଏହା ଗୁଣ୍ଡି ସ୍ତିରୀ କପାଳରେ ଲଗାଇଲେ ପୁରୁଷ ବଶ କରିବେ ସେ ବୃଦ୍ଧା ହୋଇଲେ। ସାରଳା, ମହାଭାରତ, ମଧ୍ୟ।
  • ସଂ. ବିଣ. ପୁଂ. ( 6 ଷ୍ଠୀ ତତ୍; କାମିନୀ+ବଶ) — ସ୍ତ୍ରୀର ଆଜ୍ଞାନୁବର୍ତ୍ତୀ — Subservient to the commands of a woman