କାମିଆଉତି Kāmiāuti

  • ପ୍ରାଦେ. (ସମ୍ବଲପୁର; ସିଂହଭୂମ)—ବି. — କାମିଆ (ଦେଖ) — Kāmiā (See)
  • ପ୍ରାଦେ. (ସମ୍ବଲପୁର; ସିଂହଭୂମ)—ବି. — କାମିଆ ରୀତିରେ ଚାକିରୀ କରିବାର ପ୍ରଥା — The custom of serving for payment of interest on money borrowed