କାମାସକ୍ତ Kāmāsakta

  • ସଂ. ବିଣ.ପୁଂ. ( 7 ମୀ ତତ୍; କାମ+ଆସକ୍ତ) — କାମ ବିଷୟକ କାର୍ଯ୍ୟ ବା ଚିନ୍ତାରେ ନିଯୁକ୍ତ — Influenced by passion or lust; amorous; lustful