କାମାର୍ଥୀ Kāmārthī
- ସଂ. ବିଣ.ପୁଂ. (କାମ+ଅର୍ଥ+ଇନ୍; 1 ମା. 1 ବ.) — କାମପ୍ରବୃତ୍ତି ଚରିତାର୍ଥ କରିବା ନିମନ୍ତେ ଉତ୍ସୁକ — Anxious or hankering to satisfy one's carnal Propensity
- ସଂ. ବିଣ.ପୁଂ. (କାମ+ଅର୍ଥ+ଇନ୍; 1 ମା. 1 ବ.) — ଅଭିଳଷିତ ଫଳଲାଭର ପ୍ରାର୍ଥୀ — Seeking after the desired object