କାମସେନୀ Kāmasenī

  • ଦେ. ବି. ସ୍ତ୍ରୀ. — ଦୂତୀ — A female go-between
  • ଦେ. ବି. ସ୍ତ୍ରୀ. — ତ୍ୱରା ଗମନରେ, ଇଚ୍ଛି ସୁମନରେ, ମିଳେ ସେ ବନରେ କାମସେନୀ । ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି।