କାମସେଣା Kāmaseṇā

  • ଦେ. ବି. (ସଂ. କାମସେନା) — ଅପ୍ସରୋବିଶେଷ — Name of a heavenly nymph
  • ଦେ. ବି. (ସଂ. କାମସେନା) — କାମସେଣା ନାମରେ ଏକଇ ଅପସରୀ ବାସବ ଦେବତା ତାହା ସଙ୍ଗେ କ୍ରୀଡ଼ା କରି—ସାରଳା, ମହାଭାରତ, ଆଦି।