କାମଶରାଳି Kāmaṡarāḻi

  • ଦେ. ବି. (କାମ+ଶରାଳି) — ହଂସପକ୍ଷୀ — The swan
  • ସଂ. ବି. (କାମ+ଶର+ଆଳି=ସମୂହ) — କାମଶରସମୂହ — The arrows of Cupid
  • ସଂ. ବି. (କାମ+ଶର+ଆଳି=ସମୂହ) — ବର୍ଜନା କି ଘେନିବ ତାର ବିଭେଦ୍ୟ କାମଶରାଳିର—ଭଞ୍ଜ, ବୈଦେହୀଶବିଳାସ।