କାମପାଳ ମିଶ୍ର Kāmapāḻamiṡra

  • ଦେ. ବି (ନାମ) — ଉତ୍କଳର ଜଣେ ସୁଲେଖକ — A famous writer of Utkaḻa
  • ଦେ. ବି (ନାମ) — [ଦ୍ର—ଏ ଯାଜପୁର ନିବାସୀ ଜଣେ ଗ୍ରାଜୁଏଟ ଥିଲେ। ଏହାଙ୍କ ରଚିତ "ସୀତାବିବାହ" ନାଟକ ଉତ୍କଳରେ ଅତ୍ୟନ୍ତ ସମାଦୃତ। ତାରିଣି, ଉତ୍କଳସାହିତ୍ୟ ଇତିହାସ।]