କାମଧେନୁ Kāmadhenu

  • ସ. ବି. ସ୍ତ୍ରୀ.—(ମଧ୍ୟପଦଲୋପୀ; କାମପ୍ରଦା ଧେନୁ) — ଅଭୀଷ୍ଟଫଳପ୍ରଦା ପୁରାଣୋକ୍ତ ଗାଈ — A fabulous cow that grants its possessor his disired objects
  • ସ. ବି. ସ୍ତ୍ରୀ.—(ମଧ୍ୟପଦଲୋପୀ; କାମପ୍ରଦା ଧେନୁ) — [ଦ୍ର—ସମୁଦ୍ରମନ୍ଥନ ବେଳେ ସମୁଦ୍ରରୁ ବାହାରିଥିବା ବିଷୟ ପୁରାଣରେ ଅନୁସନ୍ଧେୟ।]
  • ସ. ବି. ସ୍ତ୍ରୀ.—(ମଧ୍ୟପଦଲୋପୀ; କାମପ୍ରଦା ଧେନୁ) — ଯେଉଁ ଗାଭୀକୁ ଯେତେବେଳେ ଇଛା ସେତେବେଳେ ଦୁହାଁଯାଏ — A cow which can be milked at any time
  • ସ. ବି. ସ୍ତ୍ରୀ.—(ମଧ୍ୟପଦଲୋପୀ; କାମପ୍ରଦା ଧେନୁ) — [ଦ୍ର—ଜମଦଗ୍ନିଙ୍କ କାମଧେନୁର ନାମ ନନ୍ଦା, ଅଙ୍ଗିରାଙ୍କ କାମ— ଧେନୁର ନାମ ସୁନନ୍ଦା, ଭରଦ୍ୱାଜଙ୍କ କାମଧେନୁର ନାମ ସୁରଭି, କଶ୍ୟପଙ୍କର ସୁଶୀଳା ଓ ବଶିଷ୍ଟଙ୍କର ନନ୍ଦିନୀ ବା ଶବଳା।]
  • ସ. ବି. ସ୍ତ୍ରୀ.—(ମଧ୍ୟପଦଲୋପୀ; କାମପ୍ରଦା ଧେନୁ) — ଦାନାର୍ଥ ସ୍ୱର୍ଣ୍ଣନିର୍ମିତ ଗୋମୂର୍ତ୍ତି — A golden image of a cow given to Brāhmaṇas as gift
  • ସ. ବି. ସ୍ତ୍ରୀ.—(ମଧ୍ୟପଦଲୋପୀ; କାମପ୍ରଦା ଧେନୁ) — (ଲକ୍ଷାଣାର୍ଥ) ଯଥେଚ୍ଛ ପ୍ରାର୍ଥନା ପୂରଣକାରୀ ବ୍ଯକ୍ତି — (figurative) Any person who gives his applicants any thing they ask for or wish for