କାମଦୁଘା Kāmadughā
- ସଂ. ବିଣ. ସ୍ତ୍ରୀ (କାମ=ଅଭିଳଷିତ ବସ୍ତୁ+ଦୁହ ଧାତୁ= ଦୁହିଁବା+କର୍ମ. ଅ+ସ୍ତ୍ରୀ ଆ; ଯାହାଠାରୁ ଅଭିଳଷିତ ବସ୍ତୁ ଦୋହନ କରାଯାଏ) — ଅଭିଳାଷ ପୂରଣକାରିଣୀ; ସର୍ବାର୍ଥଦାୟିନୀ — (female) Granting one's desires
- ବି. ସ୍ତ୍ରୀ — କାମଧେନୁ — The mythological cow who grants all the desires of her devotee
- ବି. ସ୍ତ୍ରୀ — ପୃଥିବୀ — The earth (which produces every thing desired for)