କାମଦାର୍ Kāmadār
- ପ୍ରାଦେ (ସମ୍ବଲପୁର) ତୁଳ ହି. କାମ୍ଦାର୍=ଗୁମାସ୍ତା) ବିଣ — କର୍ମଠ; କର୍ମକୁଶଳ — Brisk on doing work
- ପ୍ରାଦେ (ସମ୍ବଲପୁର) ତୁଳ ହି. କାମ୍ଦାର୍=ଗୁମାସ୍ତା) ବିଣ — କୈଣସି କର୍ମର ଭାରପ୍ରାପ୍ତ (ବ୍ଯକ୍ତି) — (a person) Entrusted with or in charge of any work
- ଦେ. ବିଣ — କାରୁକାର୍ଯ୍ୟବିଶିଷ୍ଟ — Artistic
- ଦେ. ବିଣ — ଯେଉଁ ଟୋପି ଆଦିରେ ଜରିର ଫୁଲଆଦି ପଡ଼ିଥାଏ — Wrought with gold or silver embroidery