କାମଦଶା Kāmadaṡa

  • ସଂ. ବି. (ମଧ୍ୟପଦଲୋପୀ; କାମଜନିତ ଦଶା) — କାମାଶକ୍ତ ଲୋକର ଅନୁଭୂତ ଦଶଗୋଟି ଅବସ୍ଥା — Ten states of mind and body undergone by a lover
  • ସଂ. ବି. (ମଧ୍ୟପଦଲୋପୀ; କାମଜନିତ ଦଶା) — ଦଶଦଶା (ଦେଖ) — Daṡadaṡā (See)